Ahe Nila Saila Lyrics in Multi Language

Ahe Nila Saila Lyrics in Multi Language

ಆಹೇ ನೀಲ ಸೈಲ | Ahe Nila Saila | ଆହେ ନୀଳ ଶୈଳ

ଆହେ ନୀଳ ଶୈଳ ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀ ବନକୁ କଲ ଦଳନ
ଆହେ ନୀଳ ଶୈଳ 🎶

ଗଜରାଜ ଚିନ୍ତା କଲ ଥାଇ ଘୋର ଜଳେଣ
ଚକ୍ର ପେଶି ନକ୍ର ନାଶି ଉଦ୍ଧାରିଲ ଆପଣ
ଆହେ ନୀଳ ଶୈଳ..🎶

ଘୋର ବନେ ମୃଗୁଣୀକୁ ପଡିଥିଲା କଷଣ
କେଡେ ବଡ ବିପତ୍ତିରୁ କରିଅଛ ତାରଣ
ଆହೇ ନୀଳ ଶୈଳ..🎶

କୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣ
କୋଟି ବସ୍ତ୍ର ଦେଇ ହେଲେ ଲାଜ୍ୟ କଲ ବାରଣ
ଆହೇ ନୀଳ ଶୈଳ..🎶

ରାବଣର ଭାଇ ବିଭୀଷଣ ଗଲା ଶରଣ
ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ
ଆହೇ ନୀଳ ଶୈଳ..🎶

ପ୍ରହ୍ଲାଦ ପିତା ସେ ଯେ ବଡ ଦୁଷ୍ଟ ଦାରୁଣ
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ
ଆହೇ ನୀଳ ଶୈଳ..🎶

Leave a Comment

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *

Scroll to Top